ଚୀନ ଚାପରେ ପାକିସ୍ତାନ ଚେପା: ଟିକ-ଟକ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପୁଣି ଚୀନ ଚାପରେ ପାକିସ୍ତାନ ଚେପା। ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ। କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଥିବା ଜଣା ପଡିଛି। ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି। … Continue reading ଚୀନ ଚାପରେ ପାକିସ୍ତାନ ଚେପା: ଟିକ-ଟକ ଉପରୁ ହଟାଇଲା ପ୍ରତିବନ୍ଧକ